ଭିନ୍ନକ୍ଷମ ଯୁବକକୁ ସହଯୋଗର ହାତ ବଢ଼ାଇଛନ୍ତି ବିଧାୟକ ବିକ୍ରମ ପଣ୍ଡା

0
287

ବ୍ରହ୍ମପୁର : ପୁଣି ଜଣେ ରୋଗୀ ଓ ଶାରୀରିକ ଭିନ୍ନକ୍ଷମ ଯୁବକ ଙ୍କୁ ସହଯୋଗ ଓ ସହାୟତା କଲେ ମାନ୍ୟବର ବିଧାୟକ ବିକ୍ରମ ପଣ୍ଡା। କବିସୂର୍ଯ୍ୟନଗର ବାଉଁଶିଆନୁଆ ପଲ୍ଲୀ ଗ୍ରାମ ର ୪୦ ବର୍ଷୀୟ ଶ୍ରୀକାନ୍ତ ଡାକୁଆ ବ୍ରହ୍ମପୁର ବଡମେଡିକାଲ ରେ ଚିକିତ୍ସା ପରେ ଚାଲି ଚାଲି ଗ୍ରାମ କୁ ଯାଉଥିଲେ । ତାଙ୍କୁ କେନାଲ ସାହି ର ସିମାଞ୍ଚଳ ସାହୁ ଓ ରୋହିତ ଦେଖିଲେ ,ସେମାନେ ବିଧାୟକ ପଣ୍ଡା ଙ୍କୁ କହିଲେ,ବିଧାୟକ ଙ୍କ ପରାମର୍ଶ କ୍ରମେ ଅଜିତ୍ ପଣ୍ଡା,ଜ୍ୟୋତିରଂଜନ ସାହୁ ଓ ଗିରିଜା ଘଟଣା ସ୍ଥଳରେ ପହଞ୍ଚି ଏକ ଅଟୋ ରେ ଭିନ୍ନକ୍ଷମ ଶ୍ରୀକାନ୍ତ ଙ୍କୁ ତାଙ୍କ ଗ୍ରାମ ପଠାଇବା ସହ ନଗଦ ୨୦୦୦ ।ଗାଡ଼ି ଭଡ଼ା ୧୨୦୦ ଓ ଶୁଖିଲା ଖାଦ୍ୟ ପାଣି ବୋତଲ ଦେଲେ| ବିଧାୟକ ଙ୍କ ସେବା କାମ କୁ ନେଇ ସେ ଖୁସୀ ଅନୁଭବ କଲେ ।ସଭିଙ୍କୁ କୃତଜ୍ଞତା ଜ୍ଞାପନ କଲେ ଶ୍ରୀକାନ୍ତ|

LEAVE A REPLY

Please enter your comment!
Please enter your name here