ସିପିଏମ କୋଭିଡ ଏକ୍ସନ ଗ୍ରୁପ ପକ୍ଷରୁ ସାହାୟତା ବଣ୍ଟନର ଦ୍ୱିତୀୟ ଦିବସ

0
244

ବ୍ରହ୍ମପୁର: ଆଜି କୋଭିଡ ଏକ୍ସନ ଗୃପ ପକ୍ଷରୁ ଦ୍ୱିତୀୟ ଦିନରେ 120 ରୁ ଉର୍ଦ୍ଧ ରୋଜଗାର ହରାଇଥିବା ଗରୀବ ସେଳୁନବାଲା,domastic worker, ଓ ଦିନ ମଜୁରିଆଙ୍କୁ ଆଳୁ, ପିଆଜ, ଡାଲି, ତେଲ,ଚୁଡା, ଗୁଡ, ସୋୟାବଢି, ସୁଜି, ବିସ୍କେଟ ଓ ମାସ୍କ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମ ଚାଲୁରହିବ।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣ ସାହାଯ୍ୟ ସହଯୋଗ କରିବା ପାଇଁ ଆହ୍ୱାନ କରାଯାଇଛି।ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକ, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ,ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଅଶୋକ ଦାସ, ବୈକୁଣ୍ଠ ନାଥ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here