ଜିଲୁଣ୍ଡି ରୁ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ; ଜଣେ ଗିରଫ

0
794

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ସମ୍ପ୍ରତି କୋରନା ମହାମାରୀରେ ଲକଡାଉନ ର ସୁଯୋଗ ନେଇ ବିଭିନ୍ନ ସ୍ଥାନରେ ବେଆଇନ ଚୋରା ମଦ କାରବାର ବୃଦ୍ଧି ପାଉଛି। ଗଂଜାମ ଜିଲ୍ଲା ଭଞ୍ଜନଗର ପୁଲିସ ପକ୍ଷରୁ ବୁଧବାର ଜିଲୁଣ୍ଡି ଠାରେ ଏକ ଅବକାରୀ ଚଢ଼ାଉ କରାଯାଇ ସେଠାରୁ ବିଭିନ୍ନ ବ୍ରାଣ୍ଡର ୨୪ ଲିଟର ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ କରାଯିବା ସହ ଏହି ବେଆଇନ କାରବାରରେ ସମ୍ପୁକ୍ତ ଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ କେସ ନମ୍ବର ୧୯୧/୨୧ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି

ରିପୋର୍ଟ /ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here