ଅଗ୍ନିକାଣ୍ଡରେ ଜଳିଗଲା ପାନ ଦୋକାନ

0
223

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଗଂଜାମ ଜିଲ୍ଲା ବେଲଗୁଣ୍ଠା ନିକଟ କଲ୍ୟାଣପୁର ଗ୍ରାମର ଶଙ୍କର ଦୁଆରୀ ନାମକ ଜଣେ ବ୍ୟବସାୟୀ ଙ୍କ ପାନ କେବିନି ରେ ନିଆଁ ଲାଗି ସମ୍ପୂର୍ଣ ଜଳିପଡି ପାଉଁଶ ହୋଇଯାଇଛି । ବେଲଗୁଣ୍ଠା ଅଗ୍ନିଶମ ବିଭାଗ ଖବର ପାଇ ପଂହଂଚି ନିଆଁ କୁ ଆୟତ କରିଥିଲା ଏଥିରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜଳିଯାଇଛି । ଗତ ମଧ୍ୟରାତ୍ରରେ ଏହି ଘଟଣା ଘଟିଛି ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଇଛି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here