ପୂର୍ବତନ ଉପାଧ୍ୟକ୍ଷଙ୍କ ବିୟୋଗରେ ବିଜେଡି ର ଶୋକ

0
361

ଵ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ରଙ୍ଗେଇଲୁଣ୍ଡା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ କରୋନା ରେ ମୃତ୍ୟୁବରଣ କରିଥିବାବେଳେ।ଆଜି ଶ୍ରୀ ସାହୁଙ୍କ ନିଜ ଗ୍ରାମ କୀର୍ତ୍ତିପୁର ଠାରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ରଙ୍ଗେଇଲୁଣ୍ଡା ବ୍ଲକ ବର୍ତ୍ତମାନ ଉପାଧ୍ୟକ୍ଷ ଅଜିତ ଦାସ ସଭାପତିତ୍ୱ କରି ଶ୍ରୀ ସାହୁ ଜଣେ ପରୋପକାରୀ ମଣିଷ ବୋଲି କହିବା ସହ ତାଙ୍କ ସମୟରେ ରଙ୍ଗେଇଲୁଣ୍ଡା ବ୍ଲକର ବହୁବିଧ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲେ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଶ୍ରୀ ଦଳେଇ, ପୂର୍ବତନଜିଲ୍ଲା ପରିଷଦ ସଦସ୍ୟ ଦୀପଦ ସାମନ୍ତ,କୀର୍ତ୍ତିପୁର ସରପଞ୍ଚ ଏସ. ମିନା କୁମାରୀ,ବସନ୍ତି ଦାସ,ପି.ଆରୁ ଲକ୍ଷ୍ମୀ ପ୍ରମୁଖ ଅଂଶ ଗ୍ରହଣ କରି ସ୍ମୃତି ଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here