ଅଗ୍ନି ବିପନ୍ନଙ୍କ ସହାୟତା ପ୍ରଦାନ କଲେ କବିସୂର୍ଯ୍ୟନଗର ବିଧାୟିକା

0
250

ବେଗୁନିଆପଡା (ନ୍ୟୁଜ ଏକ୍ସଟ୍ରା) ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତରେ ଅଗ୍ନି ବିପନ୍ନ ଙ୍କୁ ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । କ୍ଷତି ଗ୍ରସ୍ତଙ୍କ ନିକଟରେ ପହଂଚି କମଳ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉ କି ଏହି ଗ୍ରାମର ବଡ ଦାଣ୍ଡ ସାହିରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ଘର ପୋଡି ଯାଇଥିଲା । ବିଧାୟିକା ଙ୍କ ସମେତ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ,ପଞ୍ଚାୟତ ବିଜେଡି ସଭାପତି ଦୁର୍ୟୋଧନ ଗୌଡ଼ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here