ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

0
257

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା)ଆଜି ପ୍ରାତଃ ପ୍ରେମନଗର, ବ୍ରହ୍ମପୁର ସ୍ଥିତ ଆର୍ଯ୍ୟ ବୈଶ୍ୟ କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଠାରେ 54 ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ ପରୀକ୍ଷା କରି ମାଗଣା ଔଷଧ ବିତରଣ କରାଯାଇଥିଲା l ବରିଷ୍ଠ ଡାକ୍ତର ନକୁଳ ସାହୁ ଚିକିତ୍ସା କରିଥିଲେ l ଶିବିର ପରିଚାଳନାରେ ଥିଲେ ଏସ ଶ୍ରୀ ନିବାସ ରାଓ ଏ. ଜଗନ୍ନାଥ, ଏ. ମୁରଲୀ, ପି. ପରମେଶ୍ଵର, ଭି. ଜଗନ୍ l ଏହି ଶିବିର ପ୍ରତ୍ୟେକ ମାସ ଦ୍ଵିତୀୟ ରବିବାର 6.30am ରୁ 9 am. ଯାଏଁ ଅନୁଷ୍ଠିତ ହେଉଛି l

LEAVE A REPLY

Please enter your comment!
Please enter your name here