ଠାକୁରାଣୀ ଯାତ୍ରା ଉପଲକ୍ଷେ ବାଲୁକା ଶିଳ୍ପୀ ସତ୍ୟଙ୍କ ଅଭିନବ କଳାକୃତ୍ତି

0
250

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଉପଲକ୍ଷେ ବାଲୁକା ଶିଳ୍ପୀ ସତ୍ୟ ନାରୟଣ ମହାରଣା କାଠ,ପଥରରେ ମା’ଠାକୁରାଣୀଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି | ଏହା ଏସିଆ ବୁକ୍ ଅଫ୍ ରେକର୍ଡସ୍ କୁ ୬/୪/୨୧ ରେ ଆବେଦନ କରିଛନ୍ତି।୮/୪/୨୧ରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ very nice work ବୋଲି ସତ୍ୟଙ୍କୁ ଶୁଭେଛା ଜଣାଇଛନ୍ତି। ନିଶ୍ଚିତ ରୂପେ ଏହା ରେକଡ୍ ହେବା। ପଥର ମୂର୍ତ୍ତିର ଉଚ୍ଚତା 9mm,କାଠର ଯେଉଁ ୫ଟି ମୂର୍ତ୍ତି କରିଛନ୍ତି,ତାହାର ଉଚ୍ଚତା ହେଲା 5mm,1cm,2.3cm,2.5cm,2inches ଇତ୍ୟାଦି |
ଏହା ବ୍ୟତୀତ ପରସ୍ପର ଦୂରତା ବଜାୟ ରଖିବା,ମାସ୍କ ପିନ୍ଧିବା,କୋରୋନା ପ୍ରତିକୃତି କରିଛନ୍ତି। ସମସ୍ତେ ସଚେତନ ହେବା ଉଦ୍ଦେଶ୍ୟre ଏହି କଳାକୃତି କରିଛନ୍ତି ସେ । ବିଶ୍ୱାସ ରହିଛି ଯେ ମା ଠାକୁରାଣୀ ବାପା ଘରକୁ ଆସିଛନ୍ତି ମାନେ ଏହି ମହାମାରୀ ନିଶ୍ଚିତ ରୂପେ ଚାଲିଯିବ | ଆସନ୍ତୁ ସମସ୍ତେ ମାସ୍କ ପିନ୍ଧିବା ସହ Covid-19 କଟକଣା ମାନି ମା’ଙ୍କୁ ଆରଧନା କରିବା।

LEAVE A REPLY

Please enter your comment!
Please enter your name here