କୋଷାଗୁମୁଡା ଥାନା ଅଧିକାରୀ ସମ୍ମାନିତ

0
448

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନଟବର ନନ୍ଦ ଙ୍କୁ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକାରୀ ସଂମାନିତ ସମ୍ବର୍ଦ୍ଧନା ସହ ମାନପତ୍ର ଓ କିଛି ଅର୍ଥ ରାଶି ପ୍ରଦାନ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଉତ୍ତମ କାର୍ଯ୍ୟସହ ନିଷ୍ଟାର ସହ କର୍ତ୍ତବ୍ୟ ସମ୍ପାଦନ କରିଥିବା ଥାନା ଅଧିକାରୀ ଙ୍କୁ ଚୟନ କରି ଜିଲ୍ଲା ଆରୋକ୍ଷକ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ କୁମାର ମିନା ଆଜି ଉତ୍କୋଳ ଦିବସ ଅବସରରେ ସମ୍ବର୍ଦ୍ଧିତ ସହ ମାନ ପତ୍ର ଓ କିଛି ଅର୍ଥ ରାଶି ପ୍ରଦାନ କରିଛନ୍ତି । କୋଷଗୁମୁଡ଼ା ଥାନା ର ଗୌରବ ଓ ପଦ ମର୍ଯ୍ୟାଦା କୁ ସଂମାନିତ କରିଥିବା ରୁ କୋଷାଗୁମୁଡ଼ା ବ୍ଲକ ର ଜନ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଶ୍ରୀ ନନ୍ଦ ଙ୍କ ନିକଟରେ ସୁବେଛାବାର୍ତ୍ତା ର ସୁଅ ଛୁଟିଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here