ରମ୍ଭା ପୋଲିସ ଦ୍ୱାରା ୯ କୁଇଣ୍ଟାଲ ୭୫ କିଲୋ ଗଂଜେଇ ଜବତ ; ଦୁଇ ଗିରଫ

0
705

ରମ୍ଭା ୧୯/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ): ବିଷେଷ ସୁତ୍ର ରୁ ଖବର ପାଇ ରମ୍ଭା ଥାନା ଆଇଆଇସି ଶନିବାର ଭୋର ପ୍ରାୟ ୩ଟା ସମୟରେ ରମ୍ଭା ଏନଏଚ୍ ରେ ଏକ ଟ୍ରକରୁ ୯ କୁଇଣ୍ଟାଲ ୭୫ କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ରମ୍ଭା ଥାନା ଆଇଆଇସି ରାତ୍ରୀକାଳୀଣ ପେଟ୍ରୋଲିଂ କରୁଥିବା ସମୟରେ ଏହି ଟ୍ରକରୁ (ଓ ଡି୦୨ଏକ୍ୟୁ ୪୧୯୯) ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ଦୁଇଜଣ ପ୍ରସନ୍ନ ମହାପାତ୍ର ଓ ପବିତ୍ର କୁମାର ସାହୁଙ୍କୁ କୋର୍ଟ ଚାଲାଣ କରିଥିଲେ ।

LEAVE A REPLY

Please enter your comment!
Please enter your name here