ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ କେବିଭିଏମ ରେ

0
307

କବିସୂର୍ଯ୍ୟନଗର(ନ୍ୟୁଜଏକ୍ସଟ୍ରା) କବିସୂର୍ଯ୍ୟନଗର କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ କନଫରେନ୍ସ ହଲରେ କଲେଜ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପଟ୍ଟନାୟକ ପୌରହିତ୍ୟରେ ଓ ଅଧ୍ୟାପକ ରାମହରି ବିଷୋୟୀଙ୍କ ସଂଯୋଜନାରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରାକ୍ତନ ଏନଏସି ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ନୂତନ ନିଯୁକ୍ତ ବିଜେଡି ନଗର କାର୍ଯ୍ୟକାରୀ ସଭାପତି ରସଲ ଦାସ,ପ୍ରାକ୍ତନ ଏନଏସି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ସୁରଜ ରେଡି ପ୍ରମୁଖ ଅତିଥି ଯୋଗ ଦେଇଥିଲେ l 755 କଲେଜ ଭଳି ଏହି କଲେଜର ମୋ କଲେଜ ପରିଚାଳନାରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ପୁରୁଣା ଛାତ୍ରଛାତ୍ରୀ କଲେଜର ବିକାଶ କ୍ଷେତ୍ରରେ ଆଗାମୀ ପିଢ଼ି ପାଇଁ ପଥ ପ୍ରଦର୍ଷକ ହେବେ l ଏହି ପରିକଳ୍ପନା ନେଇ ମୋ କଲେଜ ଗଠନ ଜରାଯାଇଛି l

ରିପୋର୍ଟ ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here