ଆସିକା ପୋଲିସ ଦ୍ୱାରା ବେଆଇନ ମଦ ଭାଟି ଉପରେ ଚଢ଼ାଉ

0
379

ଆସିକା (ନ୍ୟୁଜଏକ୍ସଟ୍ରା) ଆସ୍କା ପୋଲିସ୍ ପକ୍ଷରୁ ମଦ ଆଡ୍ଡା ଚଢାଉ। ବେଆଇନ ଭାବେ ମଦ ତିଆରି କରୁଥିବା ବେଳେ ଆସ୍କା ପୋଲିସ୍ ପକ୍ଷରୁ ଚଢାଉ। ବହୁ ପରିମାଣରେ ମୋଲାସିସ୍ ନଷ୍ଟ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗୀରଫ କରିଛି ଆସ୍କା ପୋଲିସ୍। ପାକେଲାପଲ୍ଲୀ,ଗଣ୍ଡପଲ୍ଲୀ,ଜଗନ୍ନାଥପୁରହ ଏରୋଗୋଲା କ୍ୟାମ୍ପ ଆଦି ଚଢାଉ କରି ପାଖାପାଖି 5000 ଲିଟର ମୋଲାସିସ୍ 1000ଲିଟର ମଦ ସମେତ 10ଜଣକୁ ଗୀରଫ କରିଛି ଆସ୍କା ପୋଲିସ୍ । ଦିନକୁ ଦିନ ବଢିବାରେ ଲାଗିଥିବା ମଦ ବେପାରକୁ ଦମନ କରିବା ପାଇଁ ଆସ୍କା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସହ ମଦ ଅଡ୍ଡା ଗୁଡିକ ଉପରେ ନଜର ରଖାଯାଇଥିବା ଜଣା ପଡିଛି ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here