୪ କୁଇଣ୍ଟାଲ ୧୪ କେଜି ଗଞ୍ଜେଇ ସହ ୪ଗିରଫ ଗାଡ଼ି ଜବତ

0
279

ମୋହନା (ଅଂଶୁମାନ ପଣ୍ଡା )ଗଜପତି ଜିଲ୍ଲାରେ ମାତିଛନ୍ତି ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ ତାଙ୍କୁ ଧରିବା ପାଇଁ ଗଜପତି ଏସପି ତପନ କୁମାର ପଟ୍ଟନାୟକ ପ୍ରୟାସ ଜାରି ରହିଛି ଗୁରୁବାର ଦିନ ଏସପି ଶ୍ରୀ ପଟ୍ଟନାୟକ ଙ୍କ ନିଦେଶ କ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ୱାବଦନ ରେ ଏସଆଇ ଚନ୍ଦନ ଦାଶ ନିଜ ଟିମ ସହ ପେଟ୍ରୋଲଙ୍ଗି କରୁଥିବା ବେଳେ ହାଡୁପଦର ଛକ ନିକଟରେ ଏକ ବୁଲେର ପିକାପ ଗାଡ଼ ନଂବ୍ଲବି୫୭ଡ଼ି୯୭୬୦ କୁ ଅଟକାଇ ଯାଞ୍ଚ କରିଥିଲେ ସେଥିରେ ବସ୍ତା ରେ ଗଞ୍ଜେଇ ଥିବା ଜାଣି ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ ଙ୍କୁ ଜଣାଇଥିଲେ ଘଟଣା ସ୍ଥଳେ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଙ୍କ ଉପସ୍ଥିତ ରେ ଉକ୍ତ ଗଞ୍ଜେଇ କୁ ଓଜନ କରିବାରୁ ତାହା ୪କ୍ୱିଣ୍ଟାଲ ୧୪କେଜି ୫ସହ ଗ୍ରାମ ହୋଇଥିଲା ଏଥିରେ ସମ୍ପୃକ୍ତ ଥିବା ହରିଆନା ଅଞ୍ଚଳର ତିନି ଜଣଥିବା ବେଳେ ରାୟଗଡ଼ା ଜିଲ୍ଲା ର ଜଣେ ଶିଶିରଜେନା ସେଥି ମଧ୍ୟରୁ ମହିଳା ଦୁଇ ଜଣ ସେମାନେ ହେଲେ ଅଙ୍ଗୁରି, ସଂସା ଦେବୀ ଓ ମାୟାରାମଏମାନେ ଉକ୍ତ ଗଞ୍ଜେଇ କୁ ହରିଆନା କୁ ଚୋରା ଚାଲାଣ କରୁଥିବା ଥାନା ପକ୍ଷରୁ ସୂଚନା ମେଳିଛି

LEAVE A REPLY

Please enter your comment!
Please enter your name here