ପୂର୍ଣ୍ଣିମା ତିଥିରେ ରାମେୟପଟଣା ଗ୍ରାମର ସ୍ଥିତି ; ଲୋକେ ଆତଙ୍କିତ

0
690

ଚିକିଟି ୧୬/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପୂର୍ଣ୍ଣିମା ତିଥିରେ ରାମେୟପଟଣା ଗ୍ରାମର ସ୍ଥିତି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ରାମେୟପଟଣା ଗ୍ରାମରେ ବଡ଼ ବଡ଼ ଜୁଆର ସହିତ ସମୁଦ୍ର କୁଳ ଲଙ୍ଘିବା ଯୋଗୁଁ ଏଭଳି ସ୍ଥିତି ଗତ କିଛି ଦିନ ଧରି ଲାଗିରହିଛି। ଲୋକେ ଆତଙ୍କିତ ଓ ସେମାନଙ୍କ ଆଖିରୁ ନିଦ ହଜିଯାଇଛି। ଇତି ମଧ୍ୟରେ ୭ଟି ଘର ସମୁଦ୍ରରେ ଲୀନ ହୋଇଯାଇଥିବା ବେଳେ ଅନେକ ଲୀନ ଅପେକ୍ଷାରେ। ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଉଚିତ।

LEAVE A REPLY

Please enter your comment!
Please enter your name here