କୁକୁଡାଖଣ୍ଡି ତହସିଲଦାରଙ୍କ କର୍ତ୍ତ୍ୟବପରାୟଣତା

0
1073

କୁକୁଡାଖଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମାନବିକତା ଦେଖାଇଲେ କୁକୁଡାଖଣ୍ଡିର ମହିଳା ତହସିଲଦାର ଇପସୀତା ପ୍ରିୟଦର୍ଶନୀ ମିଶ୍ର । କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନ କରି କୁକୁଡ଼ାଖଣ୍ଡି ଆସିବା ସମୟରେ ସିକନ୍ଦରାବାଦ ରୁ ୩ ଯୁବକ ଟ୍ରେନ ରେ ଆସି ନିଜ ଗ୍ରାମ ବୁଗୁଡ଼ା କୁ ବ୍ରହ୍ମପୁର ରୁ ଚାଲି ଚାଲି ଯାଉଥିବା ସମୟରେ ଆକୁଂଶପୁର ଠାରେ ତହସିଲଦାର ସେମାନକୁଂ ଦେଖି ସେମାନକଂ କଥା ଶୁଣିବାପରେ ଯୁବକମାନକଂ ହୃଦୟବୋଧକୁ ବୁଝି ତହସିଲଦାର ନିଜର ମାନବିକତା ଦେଖାଇ ୩ ଯୁବକ କୁ ଆସିକା ଯାଉଥିବା ଏକ ଆମ୍ବୁଲାନ୍ସ ରେ ପଠାଇଥିଲେ ଏବଂ ଆସିକା ତହସିଲଦାର ଙ୍କୁ ଏନେଇ ଅବଗତ କରାଇଥିଲେ । ଯୁବକ ଙ୍କୁ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଇ ବାକୁ ପରାମର୍ଶ ଦେଇଥିଲେ.।

LEAVE A REPLY

Please enter your comment!
Please enter your name here