ବେଆଇନ ବାଲି ଚାଲାଣ ବେଳେ ୫ଗିରଫ , ୫ ଗାଡି ଜବତ

0
360

ଆସିକା(ଜଗନ୍ନାଥ ସାହୁ ) ଆସିକା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ରୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ପାଞ୍ଚ ଟି ଗାଡି ଜବତ କରିବା ସହ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ |ଆସ୍କା ଥାନା କେଶ ନଂ 108,112,115,116,120/2021 ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବା ସହ ବାଲି ଚୋରା ଚାଲାଣ ରେ ବ୍ୟବହୃତ ଗାଡି କୁ ଜବତ କରାଯାଇଛି | ୟୁ.ଏସ 379/420 ଦଫା ଆଇପିସି/12 ଅନୁଯାୟୀ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି |

LEAVE A REPLY

Please enter your comment!
Please enter your name here