ଶିବ ମନ୍ଦିର ଓ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ

0
284

କବିସୂର୍ଯ୍ୟନଗର(ଦେବାଶିଷ ମହାରଣା):ରବିବାର ଅପରାହ୍ନରେ କବିସୂର୍ଯ୍ୟନଗର ଗାୟତ୍ରୀ ମନ୍ଦିର ପରିସରରେ ଥିବା ମଣ୍ଡପ ରେ ମହାକାଳେଶ୍ଵର ଶିବ ମନ୍ଦିର ଓ ଗାୟତ୍ରୀ ଶକ୍ତିପୀଠ ର ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲା ଗାୟତ୍ରୀ ପରିବାର ର ମୁଖ୍ୟ ତ୍ରିନାଥ ସେଠୀ ଙ୍କ ଉପସ୍ଥିତରେ କବିସୂର୍ଯ୍ୟନଗର ଗାୟତ୍ରୀ ପରିବାର ମୁଖ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଆଗାମୀ ମାର୍ଚ୍ଚ ୧୯,୨୦,୨୧ ରେ ଘୃତ ଯଜ୍ଞ,ନାମ ଯଜ୍ଞ, ଗାୟତ୍ରୀ ମହାମନ୍ତ୍ର ର କିଭଳି ଭାବରେ ପରିଚାଳନା କରାଯିବ ଓ ଶ୍ରଦ୍ଧାଳୁମାନେ କିପରି ଦର୍ଶନ ପାଇଁ ପାରିବେ ସେ ଉପରେ ବ୍ରିସ୍ତୁତ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here