ଜୁଆ ଆଡ୍ଡା ଉପରେ ଚଢ଼ାଉ,୮ ଜୁଆଡି ଗିରଫ

0
342

ଆସିକା(ଜଗନ୍ନାଥ ସାହୁ) କିଛି ଦିନର ନୀରବତା ପରେ ଗାଙ୍ଗପୁର ପୋଲିସ ପକ୍ଷରୁ ଜୁଆ ଆଡା ଉପରେ ଚଢ଼ାଉ କରା ଯାଇଛି | ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଦହିମୁଣ୍ଡୁଳି ଗ୍ରାମରେ ଚାଲୁଥିବା ଏକ ଜୁଆଆଡା ଉପରେ ଗାଙ୍ଗପୁର ପୋଲିସର ଏକ ପେଟ୍ରୋଲିଙ୍ଗ ଟିମ ଅପରାହ୍ନ ରେ ଚଢ଼ାଉ କରି 8 ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ 8ହଜାର ରୁ ଉର୍ଦ୍ଧ ଟଙ୍କା ସମେତ ତାସ ଜବତ କରିଛି l ଗାଙ୍ଗପୁର ଥାନା କେସ ନଂ 67/21 ଅନୁଯାଇ ଜୁଆଡିମାନଙ୍କୁ ଗିରଫ କରାଯାଇଛି l କୌଣସି ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସର ପେଟ୍ରୋଲିଙ୍ଗ ଟିମ ଅତର୍କିତ ଚଢ଼ାଉ କରି ଜୁଆ ଖେଳାଳିକୁ ଗିରଫ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେନ କୁମାର ଦାସ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here