ରଜକ ସମାଜର ନୂତନ କର୍ମକର୍ତ୍ତା ଚୟନ

0
343

ଭଞ୍ଜନଗର (ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳ କୁ ନେଇ ରଜକ ସମାଜର ଏକ ବୈଠକ ବଡ଼ ପୁଞ୍ଜ। କାଳୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି । ବୈଠକରେ ନୂତନ ଭାବେ ରଜକ ସମାଜ ର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏହି ଉତ୍ସବ ଜିଲ୍ଲା ରଜକ ସମାଜର ସଭାପତି ଶ୍ରୀକାମ୍ରଜୁ ସେଠି ଙ୍କ ତତ୍ୱବାଧାନରେ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲା ରଜକ ସମାଜର ଉପଦେଷ୍ଟା ଶ୍ରୀଅଶୋକ କୁମାର ବେହେରା ଶପଥ ପାଠ କରାଇଥିଲେ । ସୋରଡା ତାଲୁକା ପାଇଁ ଶ୍ରୀ ସୁଦେର୍ଶନ ସେଠୀ ସଭାପତି,ଶ୍ରୀ ଗୋବିନ୍ଦ ଚନ୍ଦ୍ର ସେଠୀ ଉପ-ସଭପତି,ଶ୍ରୀ କିଟୁ ପ୍ରସାଦ କୋଷାଧ୍ୟକ୍ଷ,ଶ୍ରୀ ତରାଣୀ ଚରଣ ସେଠୀ ଓ ଶ୍ରୀ ଲକ୍ଷ୍ମଣ ସେଠୀ ସଂଗଠନ ସମ୍ପାଦକ,ଶ୍ରୀ ଅର୍ସୁଲୁ ସେଠୀ ଉପଦେଷ୍ଟା,ଶ୍ରୀ କୈଳାଶ ସେଠି । ନୂଆଗଡ଼ ମୁଠା ସଭାପତି,ଶ୍ରୀ ମଙ୍ଗଲୁ ସେଠୀ ସୋରିଶ ବିଲି ସଭାପତି,ଶ୍ରୀ ବୁଲୁ ସେଠୀ ଗଣ୍ଡି ବେଢ ମୁଠା ସଭାପତି,ଶ୍ରୀ ଗୌରାଙ୍ଗ ସେଠୀ ଖେଡିସିଙ୍ଗି ମୁଠା ସଭାପତି,ଶ୍ରୀ ଆଦିକନ୍ଧ ସେଠୀ ଅସୁରବନ୍ଧ ମୁଠା ସମ୍ପାଦକ,ଶ୍ରୀ ଲକ୍ଷ୍ମଣ ବେହେରା ବରାଦ ମୁଠା ସମ୍ପାଦକ,ଶ୍ରୀ ସଂଜୟ ବେହେରା ,ଶ୍ରୀ ଉଦୟ ସେଠୀ, ଶ୍ରୀ ଭାଲୁ ସେଠୀ,ଶ୍ରୀ ରଞ୍ଜନ ବେହେରା ଓ କାଳୀଚରଣ ବେହେରା ଏହି ସମସ୍ତଙ୍କୁ ରୟତ ରୂପେ ଚୟନ କରାଯାଇଥିଲା । ଏହି ସମସ୍ତ ରଜତ ସମାଜ ନୂତନ କର୍ମକର୍ତ୍ତା ରୂପେ ଶପଥ ପାଠ କରିବା ସହ ନିଜ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here