ଅ।ବର୍ଜନା ସଂଗ୍ରହ ଓ ପୃଥକୀକରଣ ପ୍ରସ୍ତୁତି ବୈଠକ

0
598

ହିଞିଳିକାଟୁ : (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ସ୍ଥାନୀୟ ପୋୖର ପରିଷଦ ସଭାକକ୍ଷରେ ମଙ୍ଗଳବାର ଅପରାହ୍ନ ୩.୩୦ ମିନଟ ସମୟରେ ଅ।ବର୍ଜନା ସଂଗ୍ରହ ଓ ପୃଥକୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ପୌର ନିର୍ବାହୀଅଧିକାରୀଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିଲା । “ମୋ ହିଞିଳିକାଟୁ”, ବୁଧବାର ସକାଳେ ଗଞ୍ଜାମ ଜିଲ୍ଲାପାଳ ଶୁଭାରମ୍ଭ କରିବା ନେଇ ପୋୖର ପରିଷଦ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଘରକୁ ଘର । ଅ।ବର୍ଜନା ସଂଗ୍ରହ ଓ ପୃଥକୀକରଣ କାର୍ଯ୍ୟକ୍ରମ ଉପରେ ଏହି ବୈଠକ ହୋଇଥିଲା ।ଏହି ବୈଠକରେ ବିଭିନ୍ନ ବୁଦ୍ଧି ଜୀବି ଓ ଯୁବକ ସଂଘମାନଙ୍କ ମତାମତ ରଖାଯାଇଥିଲା ।ପରେ ୫ ୱାର୍ଡରେ ସଫେ କାର୍ଯ୍ୟକ୍ରମ ନେଇ ସମସ୍ତ ପୋୖର କର୍ମଚାରୀଙ୍କୁ କୁହାଯାଇଥିଲା । ଏହି ବୈଠକ ଶିବିର ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର,ପୋଲିସ ଅଧିକାରୀ, ଏନ ଏ ସି ହାଇସ୍କୁଲ ପ୍ରଧାନ ଶିକ୍ଷକ, ସରକାରୀ ବୃନ୍ଦାବନ ବିଦ୍ୟାପୀଠ ପ୍ରଧାନ ଶିକ୍ଷୟିତ୍ରୀ, ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ, ତିରଙ୍ଗା ଯୁବକ ସଂଘ ର ସଭାପତି, ଡିସ୍କଭର ହିଞିଳିକାଟୁ ସଭାପତି, ବଣିକ ସଂଘ ସଭାପତି ନୃସିଂହ ପ୍ରସାଦ ପଟନାୟକ,ସଞ୍ଜୟ ପଣ୍ଡା, ଶିବରମ ଗୌଡ଼, ଭୀମସେନ ବେହେରା, ଯୁଧିଷ୍ଠିର ସ୍ୱାଇଁ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମେତ ପୋୖର ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here