ଗଞ୍ଜାମ ଗସ୍ତରେ ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

0
383

ଆସିକା(ଜଗନ୍ନାଥ ସାହୁ) ଗଞ୍ଜାମ ଗସ୍ତରେ ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭବ୍ୟ ସମ୍ବୋଧନା ସହ ସ୍ୱାଗତ ଜଣାଇଥିଲେ ବିଜେପି କର୍ମୀ l ଆସିକା ବସଷ୍ଟାଣ୍ଡରେ ଶ୍ରୀମତୀ ଅପରଜିତା ଷଡ଼ଙ୍ଗୀ ପହଂଚିବା ପରେ ବିଜେପି ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ l ଏହି ଭବ୍ୟ ସମ୍ଭୋଧନା ଉତ୍ସବରେ ବିଜେପି ଦଳ ପକ୍ଷରୁ ଦେବଶିସ ପଣ୍ଡା, ଦେବକାନ୍ତ ଶର୍ମା,ଜୀବନ ସାହୁ,ନିକୁଞ୍ଜ ପଟ୍ଟନାୟକ,ଶ୍ରୀନିବାସ ଭଞ୍ଜ, ଉମାକାନ୍ତ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here