କୋଭିଡ଼୍-୧୯ ସଂକ୍ରମଣ ମୁକ୍ତ ହେଲା କନ୍ଧମାଳ ଜିଲ୍ଲା

0
274

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ) ତା. 04.02.2021ରିଖ ରାତ୍ର 08:38 ରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ କୋଭିଡ଼୍-19 ୱେବସାଇଟରେ ପ୍ରକାଶିତ ସୂଚନା ଅନୁସାରେ କୋଭିଡ଼୍-19 ସଂକ୍ରମଣ ମୁକ୍ତ ହେଲା କନ୍ଧମାଳ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା – 5944ହୋଇ ଥିବା ବେଳେ ମୋଟ ମୄତକଙ୍କ ସଂଖ୍ୟା – 33,ମୋଟ ସୁସ୍ଥ ସଂଖ୍ୟା – 5911,ଚିକିତ୍ସାଧିନ ଆକ୍ରାନ୍ତଙ୍କ ସଂଖ୍ୟା – 0 ହୋଇଛି l
କନ୍ଧମାଳ ଜିଲ୍ଲାକୁ କୋଭିଡ଼୍-19 ସଂକ୍ରମଣ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରତ୍ୟେକଙ୍କୁ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଧନ୍ୟବାଦ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି l

LEAVE A REPLY

Please enter your comment!
Please enter your name here