ଖିରୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
314

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପାଙ୍ଗା ଠାରେ ଖିରୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଉଦଯାପିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଏନଏସି ଅଧକ୍ଷ ଲୋକନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, ବିଜୁ ଜନତା ଦଳ ଯୁବ ନଗର ସଭାପତି ସୁଜିତ କୁମାର ପାଳ ପ୍ରମୁଖ ଯୋଗ ଦେଇଥିଲେ | ଉଦଯାପନୀ ମ୍ୟାଚରେ ସୁପର ଏଇଟ ଓ ଇମାମି ଏଇଟ ବୁଲ ସହିତ ହୋଇଥିଲା | ମ୍ୟାଚରେ ଇମାମି ସୁପର ଏଇଟ ବିଜୟୀ ହୋଇଥିଲା l ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟିମ ଭାଗନେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜକ କରିଛନ୍ତି ବିସିସି ବାଲିଗୁଡ଼ା |ବିସିସିର ସୋନୁ, ଅଭି, ରିଙ୍କୁ, ରିୟାଜ, , ମିକୁ, ଲଣ୍ଡା, ଅବିନାଶ, ସାବେଜ, ସୁରଜ ସମସ୍ତେ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here