୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସାନଖେମୁଣ୍ଡି ବିଧାୟକଙ୍କ ଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ର ଉନ୍ମୋଚନ

0
308

ଧରାକୋଟ(କାଳୁ ଚରଣ ମହାପାତ୍ର) ଧରାକୋଟ ନେତାଜୀ କ୍ଲବ ଆନୁକୂଲ୍ୟରେ ଜାତିର ପିତା
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଶୁଭ ଉନ୍ମୋଚନ ସାନଖେମୁଣ୍ଡିର ମାନ୍ୟବର ବିଧାୟକ ଶ୍ରୀ ରମେଶ ଜେନାଙ୍କ ଦ୍ୱାରା ହୋଇଯାଇଛି lଏହି ଉନ୍ମୋଚନି ଉତ୍ସବରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହ ବହୁ କଂଗ୍ରେସ କର୍ମୀ ଓ ଯୁବ ନେତା ମାନେ ଯୋଗ ଦେଇଥିଲେ l ସଭାରେ ମାନ୍ୟବର ବିଧାୟକ ଦେଶପାଇଁ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ବଳିଦାନ ଓ ମହାନତା ବିଷୟରେ ଆଲୋଚନା କରିବା ସହ ଗାନ୍ଧିଜୀଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here