ଧରାକୋଟ ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

0
316

ଧରାକୋଟ(କାଳୁ ଚରଣ ମହାପାତ୍ର) ଧରାକୋଟ ରେ ବଡ଼ ଆଡ଼ମ୍ବ ରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି l ବ୍ଲକ ରେ ବି. ଡି.ଓ ବିବୁଧ ଗଡ଼ନାୟକ ଙ୍କ ସହ ଯୋଗରେ ଚେରମେନ ଶ୍ରୀମତୀ ରୀନା ଗୌଡ଼ ପତାକା ଉତ୍ତଳନ କରିଥିଲେ l ପଂଚାୟତ ରେ ସରପଞ୍ଚ ଅଞ୍ଜଳି ସ୍ୱାଇଁ ଙ୍କ ସହଯୋଗ ରେ ଚେରମେନ ଶ୍ରୀମତୀ ରୀନା ଗୌଡ଼ ପତାକା ଉତ୍ତଳନ କରିଥିଲେ l ତହସିଲ ରେ ତହସିଲଦାର ଶ୍ରୀ କବିରାଜ ପ୍ରଧାନ ପତକା ଉତଳନ କରିଥିଲେ l ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶ୍ରୀ ବ୍ରଜ ରାଜ କର ଓ ଧରାକୋଟ ଥାନା ଅଧିକାରୀ ଶ୍ରୀ ସହଦେଵ ମହାପାତ୍ର ଓ ପ୍ରାଣୀ ଚିକିତ୍ସାଳୟ ରେ ମାନସ ରଞ୍ଜନ ପୋଲାଇ ପତକl ଉତ୍ତଳନ କରିଥିଲେ l ସବୁ ସରକାରୀ ଓ ବେସରକାରୀ ଅଫିସ ମାନଙ୍କ ରେ ପତକା ଉତ୍ତଳନ ପରେ ଜାତୀୟ ଗାନ କରି କୋଭିଡି ନିୟମ କୁ ପାଳନ କରି ସାଧାରଣତନ୍ତ୍ର ଦିବସ ସୁଚାର ରୂପେ ପାଳିତ କରା ଯାଇ ଥିଲା l

LEAVE A REPLY

Please enter your comment!
Please enter your name here