ନବରଙ୍ଗପୁରରେ ଜାତୀୟ ଭୋଟର ଦିବସ ପାଳିତ

0
427

ଡାବୁଗାଁ(ଗଗନ ଗନ୍ତାୟତ) ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟଠାରେ ଉପ ଜିଲ୍ଲାପାଳ ଶ୍ରୀ ଭାସ୍କର ରୋଇତଙ୍କ ଉପସ୍ଥିତିରେ ଜାତୀୟ ଭୋଟର ଦିବସ ପାଳନ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଜିଲ୍ଲା କାର୍ୟ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ ଜାତୀୟ ଭୋଟର ଦିବସ ଅବସରରେ ସତ୍ୟପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here