ଝରିଗାଁ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିବା ୪ ଲୁଟେରା ଗିରଫ

0
289

ନବରଙ୍ଗପୁର(କ୍ରିଷ୍ଣା ସାହୁ) ଝରିଗାଁଅଞ୍ଚଳ ରୁ ଜଣେ ବ୍ୟବସାୟୀ ଙ୍କୁ ଆକ୍ରମଣ କରି ଗତ ୧୮/୦୧/୨୧ ତାରିଖ ରେ ୪,୧୦,୦୦୦ ଟଙ୍କା ଲୁଟ ହୋଇଥିଲା।ଏହି ଲୁଟ ଘଟଣାରେ ଜଡ଼ିତ ଥିବା ୪ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଙ୍କ ଠାରୁ ନଗଦ ୧,୧୨,୦୦୦ ଟଙ୍କା, ଦୁଇଟି ମୋଟର ସାଇକେଲ, ତିନୋଟି ମୋବାଇଲ, ଗୋଟିଏ ଧାରୁଆ ଅସ୍ତ୍ର ଜବତ କରାଯାଇ ଥିବା ସୂଚନା ଦେଇଛନ୍ତି ଉମରକୋଟ ଉପଖଣ୍ଡ ଅଧିକାରୀ ହେମନ୍ତ କୁମାର ପାଢୀ।

LEAVE A REPLY

Please enter your comment!
Please enter your name here