ଜୁଆଆଡା ଉପରେ ହିଞ୍ଜିଳି ପୋଲିସର ଚଢାଉ ;୧୦ ଗିରଫ

0
302

ହିଂଜିଲିକାଟୁ(ହିମାଂଶୁ ବେହେରା)ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ହିଞ୍ଜିଳି ଥାନା ର ବିଭିନ୍ନ ଗ୍ରାମ ରେ ଜମିଲାଣି ଜୁଆ ଖେଳ l ଏହି ଜୁଆ ଖେଳ କୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ହିଞ୍ଜିଳି ପୋଲିସ ବିଭିନ୍ନ ଜୁଆ ଆଡା ଉପରେ ଚଢ଼ାଉ କରୁଥିବା ବେଳେ l ଆଜି ଆଡ଼ପଡା ଗ୍ରାମ ରେ ଜୁଆ ଖେଳ ଚାଲୁଥିବା ସମୟ ରେ କୌଣସି ସୂତ୍ର ରୁ ଖବର ପାଇଁ ହିଞ୍ଜିଳି ପୋଲିସ ଚଢ଼ାଉ କରିଥିଲା l ଚଢ଼ାଉ ସମୟ ୬୦ ହଜାର ୪୦୦ଟଙ୍କା ଜବତ କରିବା ସହିତ ୨ଟି ମୋଟରସାଇକେଲ ଏବଂ ୮ ମୋବାଇଲ ଫୋନ ଜବତ କରିବା ସହିତ ୧୦ ଜଣ କୁ ଗିରଫ କରିଥିବା ହିଞ୍ଜିଳି ଥାନା ପକ୍ଷ ରୁ ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here