ସମିତି ସଭ୍ୟଙ୍କ ବିୟୋଗ ପରେ ଆଶାୟୀ ପାର୍ଥୀଙ୍କ ପାର୍ଥିପତ୍ର ଦାଖଲ

0
294

ଧରାକୋଟ(କାଳୁଚରନ ମହାପାତ୍ର) ଧରାକୋଟ ବ୍ଲକର ଜାହାଡ଼ା ପଂଚାୟତର ସମିତି ସଭ୍ୟ ଶ୍ରୀ ଭଗବାନ ସ୍ବାଇଁଙ୍କ କରୋନା ମହାମାରୀ ରେ ଅକାଳ ବିୟୋଗ ପରେ ଖାଲି ପଡିଥିବା ଏହି ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ଧରାକୋଟ ବ୍ଲକ ଅଫିସ ରେ ସମିତି ସଭ୍ୟ ପାଇଁ ଆଶାୟୀ ପ୍ରାଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଖବର ସଂଗ୍ରହ ସୁଦ୍ଧା ଦୁଇ ମାତ୍ର ପ୍ରାଥି ରୂପେ ବିଜେଡ଼ି ସମର୍ଥିତ ରଞ୍ଜିତା ସ୍ୱାଇଁ ଓ କଂଗ୍ରେସ ସମର୍ଥିତ ଯୁବ ନେତା ପ୍ରାଥି ପତ୍ର ଦାଖଲ କରି ଥିଲେ।

LEAVE A REPLY

Please enter your comment!
Please enter your name here