ଆସିକା ଏନ୍.ଏ.ସି କାର୍ଯ୍ୟାଳୟ ପରିସରରେ ଜଳ ସ୍ଵଚ୍ଛତା ଦିବସ ଅନୁଷ୍ଠିତ

0
310

ଆସିକା(ଜଗନ୍ନାଥ ସାହୁ) ଆସିକା ଏନ୍.ଏ.ସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇସାରିଛି ଜଳ ସ୍ଵଚ୍ଛତା ଦିବସ।ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଟିଟେଙ୍କ ତତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ଜଳର ଉପକାରିତା ସମ୍ପର୍କରେ ଆଲୋଚନା କରିବା ସହିତ ସ୍ବଚ୍ଛତା ଉପରେ ସୂଚନା ଦିଆଯାଇଥିଲା।ପରିବେଶ ସୁରକ୍ଷା ପାଇଁ ସ୍ବଚ୍ଛ ଜଳର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଏନ୍.ଏ.ସି କର୍ମଚାରୀ ମାନେ ଲୋକମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଏନ.ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଟିଟେ ଓବିଶ୍ୱରଂଜନ କହଁର ସହ ବହୁ ଏନ୍ .ଏ. ସି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here