ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ିଙ୍କ ଦେହାନ୍ତ

0
393

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ବ୍ଲକର 46 ନଂ ଜୋନ ଜିଲାପରିଷଦ ସଦସ୍ୟ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଆଉ ଆମ ଗହଣରେ ନାହାନ୍ତି | ତାଙ୍କ ଦେହାନ୍ତ ଖବର ଶୁଣି ଅଞ୍ଚଳ ବାସୀ ସ୍ତବ୍ଧ | ଶ୍ରୀ ତିଆଡ଼ି ଙ୍କ ବିଜୁ ଜନତା ଦଳ ପ୍ରତି ଓ ବେଗୁନିଆପଡା ବ୍ଲକ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ | ସଦା ସର୍ବଦା ଅଞ୍ଚଳ ଆଉ ଦଳ ପାଇଁ ନିଷ୍ଠା ପ୍ରର ସେବା ଆଜି ତାଙ୍କୁ ଚିର ସ୍ମରଣୀୟ କରିପାରିଛି | ଶୋକ ସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ | ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି |

LEAVE A REPLY

Please enter your comment!
Please enter your name here