ବିଦୁତ ତାର ସ୍ପସ୍ବର୍ଶରେ ଆସି ଲାଇନ ମ୍ୟାନ ଗୁରୁତର

0
613

ଆସିକା(ଜଗନ୍ନାଥ ସାହୁ)ଏଗାର କେଭି ବିଦୁତ ତାର ସ୍ପସ୍ବର୍ଶରେ ଆସି ଲାଇନମ୍ୟାନ ଗୁରୁତରlଗୁରୁତର । ଲାଇନମ୍ୟାନ ଜଣଙ୍କ ହେଲେ ଶେରଗଡ଼ ପଟାବାବୁଲି ଅଞ୍ଚଳର କାଳୁ ସ୍ୱାଇଁ ବୟସ ଛବିଶିlସେ ବାଲିସିରା ସବଷ୍ଟେସନ ଅନ୍ତର୍ଗତ ଲାଇନ୍ ମ୍ୟାନ ଭାବେ କାର୍ଯ୍ୟରତ। କାମ କରୁଥିବା ସମୟରେ ବିଦୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ପ୍ରଥମେ ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା କିନ୍ତୁ ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here