ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ନୂତନ ତହସିଲଦାର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
558

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ ଠାରେ ଆଜି ନୂତନ ଭାବେ ତହସିଲଦାର ସନ୍ଧ୍ୟା ସମରଥ ଯୋଗ ଦେଇଥିବାରୁ ଡାବୁଗାଁ ସାମ୍ବାଦିକ ସଙ୍ଘ ଫୁଲଗୁଚ୍ଛା ଦେଇ ସ୍ୱାଗତ ଜଣାଇଛନ୍ତି । ପୂର୍ବରୁ ମାଲକାନଗିରି ଜିଲ୍ଲା ଠାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ ।ଏହି ସ୍ୱାଗତ ସମ୍ବର୍ଦ୍ଧନା ରେ ଡାବୁଗାଁ ସାମ୍ବାଦିକ ସଙ୍ଘ ର ସଭାପତି ପ୍ରଜ୍ଞ୍ୟା ରଞ୍ଜନ ପରିଡା , ଉପ ସଭାପତି ସଂଜୀବ ଜନୀ , ସମ୍ପାଦକ ମିହିର ଶଙ୍କର ପତ୍ର , ସହ ସମ୍ପାଦକ ଗଗନ ଗନ୍ତୟତ , କୋଷଧକ୍ଷ ସୁଶାନ୍ତ କୁମାର ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି ଓ ସଭ୍ୟ ପଦ୍ମସାଇ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here