ଉଜ୍ଜ୍ୱଳl ଦିଦିଙ୍କ କର୍ମଶାଳା l

0
713

ବେଗୁନିଆପଡା,୯/୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):-ଏହି ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଠାରେ ମା ନାରାୟଣୀ ଇଣ୍ଡେନ ଗ୍ୟାସ ଗ୍ରାମୀଣ ବିତରକ ପକ୍ଷରୁ ବିଭିନ୍ନ ପଂଚାୟତର ଉଜ୍ଜ୍ବଳl ଦିଦି ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଈଛି l ଗ୍ରାମୀଣ ବିତରକ ସତ୍ଵାଧିକାରିଣୀ ରଂଜିତା କୁମାରୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକ ସଂଯୋଜକ ମଧୁ ସୁଦନ ଜେନା, ଏସ ଡି ପି ଓ ତୋଫାନ ନାୟକ ଯୋଗ ଦେଇ ଗ୍ୟାସ ର ନିରାପଦ ବ୍ୟବହାରରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l ଏହି ଶିବିରରେ ଅଙ୍ଗାରଗାଁ, ଶାଙ୍କୁଡ଼ା, ବଡ ଖଇରଖମା, ଖଣ୍ଡିଆନଇଁ, ସୁମଣ୍ଡଳ, ସୌରା ଛଚିନା ବେଗୁନିଆପଡା ପଂଚାୟତ ର ସମସ୍ତ ଉଜ୍ଜ୍ୱଳ ଦିଦି ଯୋଗଦେଇଥିଲେ l

LEAVE A REPLY

Please enter your comment!
Please enter your name here