ବିଦ୍ୟୁତ ତାର ସଂସ୍ପର୍ଶରେ ସ୍ୱାମୀ ଓ ସ୍ତ୍ରୀ ମୃତ

0
355

ହିଂଜିଲିକାଟୁ(ହିମାଂଶୁ ବେହେରା) ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୁରୁଣା ବୁରୁପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଆଜି ସକାଳେ ବୃଦ୍ଧ ଦମ୍ପତି ହସଖୁସିର ସହ ଫୁଲକୋବି ବାଡକୁ ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 2 ଜଣ ଗୁରୁତର ଆହତ ହୋଇଥିଲେ l ଗୁରୁତ୍ତର ଅବସ୍ଥାରେ ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିଛାଳୟରେ ଭର୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଏହି ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି l

LEAVE A REPLY

Please enter your comment!
Please enter your name here