ହିଞ୍ଜିଳି ପୋଲିସ କବଜାରେ ବାଇକ ଲୁଟେରା, ୧୯ ବାଇକ ସହ ୧୦ ଗିରଫ

0
388

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳି ପୋଲିସ କୁ ମିଳିଲା ବଡ଼ ସଫଳତା l ସହର ସମେତ ବିଭିନ୍ନ ଅଂଚଳରେ ଘଟୁଥିବା ବାଇକ ଲୁଟେରାର ମାଷ୍ଟର ମାଇଣ୍ଡ ସହିତ ପୋଲିସ 10 ଜଣଙ୍କୁ ଗିରଫ କରିଛି l ତଦନ୍ତ କରି ପୋଲିସ ବିଭିର୍ନ ସ୍ଥାନରୁ 19 ଟି ଚୋରି ବାଇକ ଜବତ କରିଛି l ଜବତ ହୋଇଥିବା ବାଇକ ମଧ୍ୟରୁ ଲୁଟେରାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବୁରୁପଡା ଗ୍ରାମର ମିଟୁ ଦଳାଇ ଙ୍କୁ ଗିରଫ କରିବା ସହ ତାଙ୍କ ଘରୁ 5 ଟି ଚୋରି ବାଇକ ପୋଲିସ ଜବତ କରିଥିବା ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ l ଶାନ୍ତ ହିଞ୍ଜିଳି କାଟୁ ସହର କିଛି ଦିନ ଧରି ଅପରାଧ ଓ ଲୁଟେରା ମାନଙ୍କ ବୃଦ୍ଧି ପାଉଥିବା ଯୋଗୁଁ ପୋଲିସ ର ମୁଣ୍ଡବ୍ୟଥା ର କାରଣ ପାଲଟିଥିବା ବେଳେ ଆଜି ପୋଲିସ କୁ ମିଳିଛି କିଛି ଆଶ୍ବସ୍ତି l ଏନେଇ ହିଞ୍ଜିଳି ପୋଲିସ 10 ଜଣଙ୍କୁ ଗିରଫ କରିବା ସହ

LEAVE A REPLY

Please enter your comment!
Please enter your name here