ମା ତାରାତାରିଣୀ ପିଠରୁ ଶ୍ରୀକ୍ଷେତ୍ର ଧାମକୁ ବସ ଯୋଗାଯୋଗ ଆରମ୍ଭ

0
623

(ନ୍ୟୁଜ ଏକ୍ସଟ୍ରା)
ବ୍ରହ୍ମପୁର ଓ ପୁରୁଷୋତ୍ତମପୁର ବସ ଆସୋସିଏସନ ପକ୍ଷରୁ ମା ତାରାତାରିଣୀ ପିଠରୁ ଶ୍ରୀକ୍ଷେତ୍ର ଧାମକୁ ବସ ଯୋଗାଯୋଗ ଆରମ୍ଭ ହୋଇଛି। କୁମ୍ଭାରପଡାର ବସ ମାଲିକ ଶେଷଦେବ ମିଶ୍ର ଏହି ସେବା ଆରମ୍ଭ କରିଛନ୍ତି।
ଏହି ସେବା ପ୍ରତ୍ୟେକ ଦିନ ରହିବ।ଏହି ବସ ପୁରୀରୁ ସକାଳ 5ଟାରେ ବାହାରି 11.40 ମି. ରେ ମା ତାରାତାରିଣୀଙ୍କ ପିଠରେ ପହଞ୍ଚିବ। ପୁଣି ମା ତାରାତାରିଣୀଙ୍କ ପିଠରୁ 12.20ମି. ବାହାରି ସନ୍ଧ୍ୟା ୬ଟା ରେ ପୁରୀ ରେ ପହଞ୍ଚିବ।

LEAVE A REPLY

Please enter your comment!
Please enter your name here