ଅଜଣା ଗାଡି ଧକ୍କାରେ ଜଣେ ଆହତ

0
724

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଅପରାହ୍ନରେ ଟାଙ୍ଗି ଚାନ୍ଦପୁର ଏନଏଚ ନିକଟ ପଥରା ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଆହତ ହୋଇ ପଡ଼ିଥିବା ଦେଖି ବ୍ରହ୍ମପୁର ର ଟିମ କ୍ଲିନ ସିଟି ସଦସ୍ୟ ଦିନେସ ସେହି ସମୟରେ କାର ଯୋଗେ ବ୍ରହ୍ମପୁର ଫେରୁଥିଲେ ।ସେ ସେଠାରେ ତୁରନ୍ତ ରହି କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟ ନେଇ ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରି ନିକଟସ୍ଥ ଚାନ୍ଦପୁର ସ୍ୟାସ୍ଥକେନ୍ଦ୍ର କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ। ତାଙ୍କର ଏହି ମହତ କାର୍ଯ୍ୟକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here