ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ପାଳିତ

0
301

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଆଜି ଗଂଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ସ୍ଥିତ ବାପୁଜି ଆଶ୍ରମ ଠାରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ପ୍ରିୟଦର୍ଶିନୀ ଇନ୍ଦିରା ଗାନ୍ଧୀ ଜୀ ଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ବହ୍ମପୁର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସୃତି ଚାରଣ କରାଯାଇ,ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାପ୍ରଣ କରାଯାଇଥିଲା। ଏବଂ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଇନ୍ଦିରା ଗାନ୍ଧୀ ଙ୍କ ନୀତି ଆଦର୍ଶ ରେ ଚାଲିବା କୁ ଶପଥ ନିଆଯାଇ ଥିଲା।ଏହିଅବସରରେ ଧର୍ମା ରେଡ୍ଡୀ, ବିସ୍ମୟ ମହାପାତ୍ର, ଚିନ୍ମୟ କୁମାର ହୋତା, s.ଦଣ୍ଡପାଣି ,କିଶୋର କପୁର, ଦେବାଶିଷ ମହାନ୍ତି, ସଂଗ୍ରାମ ରାଉତ,ଭବାନୀ ସାହୁ,ସୁପ୍ରଭା ଦାସ,ସିଦ୍ଧାନ୍ତ ସାହୁ,ସୁବୋଧ ସ୍ୱାଇଁ,ମହେଶ ସାହୁ,ଦିବାକର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here