ଥାଏରଡ଼ ସମ୍ପର୍କିତ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0
334

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବି. ଡ଼ି. ପୁର ଗ୍ରାମର ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭଞ୍ଜନଗର ସଂଜୀବନୀ ପାଥୋଲୋଜି ସହାୟତାରେ ଥାଏରଡ଼ ସମ୍ପର୍କିତ ରକ୍ତ ନମୁନା ପରୀକ୍ଷା ନିମନ୍ତେ ଏକ ସ୍ୱାସ୍ଥ୍ୟ ସେବା ସେବା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ, ବି. ଡ଼ି. ପୁରର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଗୌଡ଼,ଶିକ୍ଷକ ସୁଶାନ୍ତ ସାହୁ, କ୍ରୀଡା ଶିକ୍ଷୟତ୍ରୀ ପ୍ରତିମା କୁମାରୀ ରଥ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଧରଣୀ ଧର ଉଚ୍ଚ ବିଦ୍ୟାଳୟ, ବରଗାଁର କିରାଣୀ ଶ୍ରୀଯୁକ୍ତ ବିଦେଶୀ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here