ଦୀପାବଳୀ ନେଇ ହିଞ୍ଜିଳିକାଟୁ ର ଗାଁ ଠୁ ସହର ଉତ୍ସବ ମୁଖର

0
312

ହିଂଜିଲିକାଟୁ(ହିମାଂଶୁ ବେହେରା)ହିଞ୍ଜିଳିକାଟୁ ସହରଞ୍ଚଳଓଗ୍ରାମଞ୍ଚଳ ର ବିଭିନ୍ନ ସ୍ଥାନ ରେ ଆଲୋକ ର ପର୍ବ ଦୀପାବଳି ଉତ୍ସବ ପାଳନ ହୋଇଯାଇଛି ଦୀପାବଳି କୁ ନେଇ ଗାଁ ଠୁ ସହର ଉତ୍ସବ ମୁଖର ଥିବା ବେଳେ କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଏହି ଉତ୍ସବ କୁ ଫିକା କରିଦେଇଛି l ଏହି ଦୀପାବଳି ଉତ୍ସବ ରେ ପୂର୍ବପୁରୁଷ ମାନଙ୍କୁ ପିଣ୍ଡଦାନ କରାଯାଇଥାଏ l କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଭିନ୍ନ ଆତସବାଜି ବାଣ ନଫୁଟାଇବା ବାରଣ କରାଯାଇଛି ଏବଂ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାପ୍ରଶାସନ ତରଫ ରୁ ଦୀପ ଲଗାଇ ପାଳନ କରିବା କୁ କୁହାଯାଇଛି ଏବଂ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ଗୋଟିଏ ଗଛ କୁ ଗୋଟିଏ ଦୀପ ଲଗାଇ ପାଳକରିବା କୁ ଅନୁରୋଧ କରାଯାଇଛି l ବ୍ଲକ ଓ ପୌରଞ୍ଚଳ ରେ କୋଭିଡ଼ ଗାଇଡ଼ଲାଇନ ପାଳନ କରି ଦୀପାବଳୀ ଉତ୍ସବ ପାଳନ କରାଯାଇଛି l

LEAVE A REPLY

Please enter your comment!
Please enter your name here