ଅବକାରୀ ବିଭାଗର ଚଢ଼ାଉ, ଦେଶୀ ମଦ ଜବତ ସହ ୧୦ ଗିରଫ

0
314

ଆସ୍କା(ଜଗନ ପଣ୍ଡା) ଆସ୍କା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀ, ପାକଲାପଲ୍ଲୀ ଓ ଠେଙ୍ଗାପଲ୍ଲୀ ଗ୍ରାମରେ ବେନିୟମ ଦେଶୀ ମଦ ତିଆରି ଓ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା | ମଦ ରନ୍ଧା ପାଇଁ ରଖାଯାଇଥିବା 4000 ଲିଟର ପୋଚକୁ ନଷ୍ଟ କରିବା ସହ ମଦ ରନ୍ଧା ସାମଗ୍ରୀ ଓ 400 ଲିଟର ଆଇଡ଼ି ମଦ ଜବତ କରିଛି ଅବକାରୀ ବିଭାଗ | ଏହି ଚଢ଼ାଉ ରେ ଦଶ ଜଣଙ୍କୁ କେଶ ନମ୍ବର 596, 597, 598, 599, 600, 601, 602, 603, 604, 605/2020 ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି |

LEAVE A REPLY

Please enter your comment!
Please enter your name here