ଡିସେମ୍ବରରେ ଭୟ ବଢ଼ାଇପାରେ କରୋନା

0
336

ଆସ୍କା(ଜଗନ ପଣ୍ଡା)କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ନେଇ ଏବେ ରାଜ୍ୟରେ ରହିଛି ଭୟlଏଇନେ ଆସିକା ଏନ.ଏ.ସି
ପକ୍ଷରୁ ଲୋକ ମାନଙ୍କୁ କରାଯାଇଛି କରୋନା ସଚେତନ l ଆଜିର ଏହି କରୋନା ସଚେତନରେ ଆସିକା ବି.ଡି. ଓ ରୋଶନ ଶତପଥି, ତହସିଲଦାର ସଦାନନ୍ଦ ସେଠି, ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଫିସର ବିଶ୍ୱରଂଜନ କହଁର ଏବଂ ବହୁ ପୋଲିସ କର୍ମୀ ଉପସ୍ଥିତ ରହି ଲୋକ ମାନଙ୍କୁ କରୋନା ସଚେତନ କରାଇ ଥିଲେ l ସାମାଜିକ ଦୂରତା, ମାସ୍କ ପରିଧାନ, ସାବୁନ ରେ ହାତ ଧୋଇବା ପାଇଁ ଲୋକ ମାନଙ୍କୁ ବୁଝାଇ ଥିଲେ l

LEAVE A REPLY

Please enter your comment!
Please enter your name here