ସଡକ ଦୁର୍ଘଟଣାରେ ଦୁଇ ଆହତ

0
275

ହିଂଜିଲିକାଟୁ(ହିମାଂଶୁ ବେହେରା)ହିଞ୍ଜିଳିକାଟୁ ଜାତୀୟ ରାଜପଥ 59 ମାଛ ମାର୍କେଟ ନିକଟରେ ଆଜି ସନ୍ଦ୍ୟା ରେ ଏକ ଅଟୋ ବ୍ରହ୍ମପୁର ରୁ ଆସୁଥିବା ବେଳେ ହିଞ୍ଜିଳିକାଟୁ ମାଛ ମାର୍କେଟ ନିକଟରେ ଏକ ଇଲେକ୍ଟ୍ରି ପୋଲା ପିଟି ହୋଇ ଦୁର୍ଘଟଣା ହୋଇଛି l ଏହି ଦୁର୍ଘଟଣା ରେ ଗଙ୍ଗାରାମ ଖଣ୍ଡି (18)ଓ ସୁମନ ଜେନା (14) ଉଭୟ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରିଥିଲେ l ଆହତ 2ଜନ ଙ୍କ ହିଞ୍ଜିଳିକାଟୁ ନିକଟସ୍ଥ ଶିକିରି ଗ୍ରାମ ବୋଲି ଜଣା ପଡିଛି l

LEAVE A REPLY

Please enter your comment!
Please enter your name here