ସଡକ ଦୁର୍ଘଟଣାରେ ଜଣେ ମୃତ

0
323

ହିଂଜିଲିକାଟୁ(ହିମାଂଶୁ ବେହେରା) ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ବୁରୁପଡା ପୋଡିଙ୍ଗି ଛକ ନିକଟରେ ଘଟିଛି ଦୁର୍ଘଟଣା।ବେପାରୁଆ ଭାବେ ଗାଡି ଚଳାଇ ଚାଲି ଗଲା ଜୀବନ । ବୁରୁପଡା ଘରୁ ଗାଡିରେ ପୋଡିଙ୍ଗ ଯିବା ସମୟରେ ଗାଡିଟି ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଅଶୋକ ରାଉଳ ବୋଲି ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ସହ ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here