ହାବିଲଦାର ଓ କନଷ୍ଟବଲ ଇଲେକ୍ସନ ପାଇଁ ନାମାଙ୍କନ ପତ୍ର ଦାଖଲ

0
286

ଛତ୍ରପୁର-ଗଞ୍ଜାମଜିଲ୍ଲା ଛତ୍ରପୁର ଠାରେ ହାବିଲଦାର ଓ କନେଷ୍ଟବଲ ଇଲେକ୍ସନ ପାଇଁ ୨୨ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସଭାପତି ଅଭିମନ୍ୟୁ ଜାଲି , ଗୋରାଚାନ୍ଦ ତ୍ରିପାଠୀ ଉପସଭାପତି ଆକାଶ ବେହେରା, ଜି. ମନୋଜ କୁମାର ସମ୍ପାଦକ ଭାବରେ ସୁବାସ ଚନ୍ଦ୍ର ସେଠୀ ବ୍ରଜମୋହନ ଜେନା, ଯୁଗ୍ମ ସମ୍ପାଦକ ଭାବରେ ଦିଲୀପ କୁମାର ରଣା ଦୀନବନ୍ଧୁ ବେହେରା ପି , ଧୃବ କହଁର ଙ୍କ ସମେତ ଅନ୍ୟ ସମସ୍ତେ ନାମାଙ୍କନ ପତ୍ର ଏକ ବିଶାଳ ବାଇକ ରାଲି କରି ଆରକ୍ଷଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଂଚି ଆଡିସନାଲ ଏସ୍ପି ବିଜୟ କୁମାର ମଲିକ ଙ୍କ ନିକଟରେ ଉଭୟ ପାର୍ଟିର ୨୨ ଜଣ କେଣ୍ଡେଟ ନିଜ ନିଜ ସମର୍ଥକ ଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଥିଲେ ଆସନ୍ତା ୧୦ ତାରିଖରେ ଇଲେକ୍ସନ ହେବାକୁ ଥିବାବେଳେ ମୋଟ ଭୋଟର ହେଉଛନ୍ତି ୭୨୦ ସେଥିମଧ୍ୟରୁ ପୁରୁଷ ଭୋଟର ୬୧୮ ଓ ମହିଳା ଭୋଟର ୧୦୨ ।ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବ ।

LEAVE A REPLY

Please enter your comment!
Please enter your name here