କରୋନା କଟକଣା ପରେ;ବେଲଗୁଣ୍ଠା ରେ ଖୋଲିଲା ଆହାର କେନ୍ଦ୍ର

0
278

ବେଲଗୁଣ୍ଠା(ଶିବରାମ ଚୌଧୁରୀ)କରୋନା କଟକଣା ପାଇଁ ପ୍ରାୟ ୮ ମାସ ହେବ ବେଲଗୁଣ୍ଠା ଆହାର କେନ୍ଦ୍ର ବନ୍ଦ ରହିଥିଲା ।ବର୍ତ୍ତମାନ ଦୁଇମାସ ହେବ କଟକଣା କୋହଳ ହେବା ପରେ ଗଞ୍ଜାମ ର ଏକ ପ୍ରମୁଖ ବ୍ୟବସାୟିକ ସହର ବେଲଗୁଣ୍ଠାରେ ବ୍ୟବସାୟ ଆରମ୍ଭ ହେବା ସହ ବହୁ ବର୍ଗର ଲୋକମାନେ ଯିବା ଆସିବା ଆରମ୍ଭ।କରିଛନ୍ତି ।ଏହି ପରୀପ୍ରେକ୍ଷୀରେ କରୋନା ନିୟମ ପାଳନ କରାଯାଇ ଆଜି ବେଲଗୁଣ୍ଠା ସହରର ପୋଷ୍ଟ ଅଫିସ ସାମ୍ନାରେ ଥିବା ଆହାର କେନ୍ଦ୍ର ଆରମ୍ଭ ହୋଇଅଛି ।ବର୍ତ୍ତମାନ ଆହାର କେନ୍ଦ୍ରର ଦାୟିତ୍ୱ କେଦାର ଗୌରୀ ଏସ୍.ଏଚ୍.ଜି ଗୃପ୍।ଏହି କେନ୍ଦ୍ରର ଦାୟିତ୍ୱ ନେଇଥିବା ଜଣାପଡିଛି ।ପ୍ରଥମ ଦିନରେ ୫୨ଟି ଟିକଟ ବିକ୍ରି ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here