ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେଲା ଟ୍ରକ୍

0
414

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଇଣ୍ଡି ଗ୍ରାମର ମୁଖ୍ୟ ସଡ଼କ ଉପରେ ଗତକାଲି ମଧ୍ୟ ରାତ୍ରୀରେ ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ ଟ୍ରକ ନଂ TN52P 3677 ଟି ଗୁଡି ଲୋର୍ଡ୍ ଧରି ତାମିଲନାଡୁ ରୁ ସମ୍ବଲପୁର ଯାଉଥିଲା। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଭାରସ୍ୟମ ହରାଇ ଆଉ ଏକ ଟ୍ରକର ପଛକୁ ଧକ୍କା ଦେଇଥିଲା । ଯାହା ଫଳରେ ଟ୍ରକ୍ ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାଳକ ଜଣଙ୍କ ଅଳ୍ପକେ ଭର୍ତ୍ତି ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here