ଜୁଆ ଆଡାରେ ଚଢ଼ାଉ ; ୬ ଜୁଆଡ଼ି ଗିରଫ

0
673

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଭେଜିପୁଟ କେନାଲ ସାହିରେ ଜୁଆ ଖେଳ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ସେଠାରୁ ୬ ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୪୭ ହଜାର ୩୨୦ ଟଙ୍କା ଓ ୭ଟି ମୋବାଇଲ ଜବତ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here