କୁମାର ପୂର୍ଣ୍ଣିମା ରେ ସଚେତନତା ବାର୍ତ୍ତା ବହନ କରିଲେ ମକରଝୋଳ ,ରଙ୍ଗୁଣି ସାହି ର କଳାକାର ବୃନ୍ଦ

0
281

ହିଂଜିଲିକାଟୁ(ହିମାଂଶୁ ବେହେରା)ମକରଝୋଳ ଗ୍ରାମ ରେ କୁମାର ପୂର୍ଣ୍ଣିମା ରେ କିଛି କଳାକାର ମାନେ କରୋନା ସଚେତନତା ବାର୍ତ୍ତା ବହନ କରିଥିଲେ ନିଜର କଳା ମାଧ୍ୟମରେ। ଯମରାଜା ଭୂମିକାରେ ବରିଷ୍ଠ କଳାକାର ସମ୍ମାନ ପ୍ରାପ୍ତି ଶ୍ରୀ କୈବଲ୍ୟ କିଶୋର ବାଡତ୍ୟ ନିଖୁଣ ଅଭିନୟ କରି ଲୋକ ଙ୍କୁ କରୋନା ସଚେତନତା ବାର୍ତ୍ତା ବହନ କରିଥିଲେ ଏକ ନିଆରା ଢଗ ରେ ସାଧି କଳାକାର ଚିତ୍ରଗୁପ୍ତ D ସୁଦର୍ଶନ ଅଭିନୟ ମଧ୍ୟ ବେଶ୍ ଆକର୍ଷଣ ଥିଲା। ସନ୍ତୋଷୋ ସାହୁ, ଆଶୁତୋଷ, ଜଗନ ସାହୁ ନିଜର ଅଭିନୟ ମାଧ୍ୟମରେ ସଚେତନତା ବାର୍ତ୍ତା ବହନ କରିଥିଲେ। ପୌରାଣିକ କଳା ମାଧ୍ୟମରେ ଏହି ସଚେତନତା ବାର୍ତ୍ତା ଲୋକୋଙ୍କୁ ବେସ୍ ପ୍ରଭାବିତ କରିଥିଲା। ହାତରେ card ଧରି ସାହି ସାହି ବୁଲି ମାସ୍କ ପିନ୍ଧିବା , ହାତ ଧୋଇବା ଭଳି ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲେ । ଏହି କିଛି ଅମାନିଆ ଲୋକ ଙ୍କୁ ମଧ୍ୟ ସଚେତନତା କରାଇଥିଲେ। ପ୍ରଥମ ଥର ପାଇଁ ଗ୍ରାମର ଏପରି କାର୍ଯ୍ୟ କୁ ଗ୍ରାମ ର ବୁଦ୍ଧିଯିବି ମାନେ ବେସ୍ ପ୍ରସଂଶା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦିନବନ୍ଧୁ ସାହୁ , ମହେନ୍ଦ୍ର ସାହୁ, ପ୍ରଜ୍ଞା ବାଡତ୍ୟ, କୃଷ୍ଣ ବାଡତ୍ୟ ,ପ୍ରମୋଦ ସାହୁ, ପବିତ୍ର ବାଡତ୍ୟ , ଶ୍ରୀତମ ଭଳି ସହଯୋଗୀ ପାଇଁ କାର୍ଯ୍ୟକ୍ରମ ଟି ସଫଳତା ହୋଇପାରିଲା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୁ “ଅଭିଳାଷ” ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୁରୁ କୃଷ୍ଣ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here